ଲଜ୍ଜା: ଗଣ ଦୁଷ୍କର୍ମ ପୀଡ଼ିତା ନାବାଳିକା ୭ ମାସର ଗର୍ଭବତୀ

ଜଳେଶ୍ୱର: ସମାଜ ପାଇଁ ଲଜ୍ଜା। ପୁଣି ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ। ଘରେ ବାପା-ମାଆ ନଥିବାର ସୁଯୋଗ ନେଇ ୫ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିବା ପରେ ଘଟଣା ପଦାକୁ ଆସିଥିଲା। ଆଜି ଏମିତି ଦୁଇ ଦୁଇଟି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଅଭିଯୋଗରୁ ପ୍ରକାଶ, ୧୬ ବର୍ଷୀୟ ନାବାଳିକାଙ୍କ ବାପା ଓ ମାଆ ଭୋଗରାଇ ଅଞ୍ଚଳରେ … Continue reading ଲଜ୍ଜା: ଗଣ ଦୁଷ୍କର୍ମ ପୀଡ଼ିତା ନାବାଳିକା ୭ ମାସର ଗର୍ଭବତୀ